ଆବାସରେ ଚଞ୍ଚକତା !
ହିତାଧିକାରୀ ମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ବାସହରା ଯୋଗ୍ୟ ହିତାଧିକାରୀଙ୍କ ଖବର ଆମେ ଦେଖାଇଥିଲୁ । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟାର୍ଗେଟ ଆସିଲେ ଆବାସ ଯୋଗେଇ ଦେବୁ କହି ଠକିଛନ୍ତି।ଆମେ କହୁଛୁ ମୋହନଗିରି ର ସାନ ମାଝୀଙ୍କ କଥା। ଆବାସ କାର୍ଯ୍ୟଦେଶ ଦେଇ ଘର ଦେଇନଥିଲେ। ପରବର୍ତ୍ତୀ ସମୟରେ ଟାର୍ଗେଟ ଆସିଲେ ଯୋଗେଇବୁ କହି ଠକି ଦେଲେ
#ArgusNews #Kalahandi #Lanjigarh #AwasScam #Odisha