ଆଏଜ୍ ଭି ଖୁଲା ଆକାଶ ତଲେ ପାଠ୍ ପଢୁଛନ୍ ପିଲାମାନେ । ଗୁଟେଆଡେ ସ୍କୁଲ ଘର ଭାଙ୍ଗି ଯାଇଛେ ଆର୍ ଗୁଟେ ଆଡେ ଡହଡହ ଖରାନେ ପାଠ ପଢା ହେଉଛେ । ସ୍କୁଲ୍ ଭିତ୍ତି ଭୂମି ଠିକ୍ ନାଇଁ ଥିବାର୍ ଲାଗିର୍ ବାଧ୍ୟ ହେଇକିନା ଛାତ୍ରଛାତ୍ରୀ ବାହାରେ ବସବାକେ ବାଧ୍ୟ ହେଉଛନ୍ ।
#ArgusNews #Kalahandi #Lanjigarh #StudentsIssue #SchoolProblem #Odisha