ଶୀତ ଋତୁରେ ଜଳଯୋଗାଣ ଠପ !
କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଗାଁ ହେଉଛି ମହାଳିଙ୍ଗ । ଏହି ଗ୍ରାମରେ ଶୀତ ଋତୁରେ ଜଳ ଯୋଗାଣ ଠପ ହୋଇ ଯାଇଛି । କେବେ ମୋଟରପମ୍ପ ଖରାପ ତ କେବେ ବିଜୁଳି ତାର ଚୋରି ତ ଆଉ କେବେ ଟ୍ରାନ୍ସଫର୍ମର ଖରାପ ହେଉଛି । ଗୋଲାମୁଣ୍ଡା ବ୍ଲକରୁ ଦେଖିବା ଏହି ରିପୋର୍ଟ
#ArgusNews #Kalahandi #Waterproblem #DrinkingWater #MahalingVillage #Odisha