ଗାଁ ଗାଁ କୁ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ମାଲ ମାଳ ଯୋଜନା ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିନି ଗାଁ କୁ ଭଲ ରାସ୍ତା ଖଣ୍ଡେ । ସରକାରଙ୍କୁ ଲେଖି ଲେଖି ଥକି ଗଲେଣି ଗ୍ରାମବାସୀ କିନ୍ତୁ କୌଣସି ଜବାବ ନାହିଁ । କଳାହାଣ୍ଡି ନର୍ଲାରୁ ଦେଖିବା ଏହି ରିପୋର୍ଟ
#Kalahandi #Narla #RoadProblem #OdishaGovt #ArgusNews