#କାଳିଆ_ଯୁଜନାନୁ_ବଞ୍ଚିତ୍_ସମ୍ବଲପୁରର୍_ଚାଷୀ
#SMCନେ_ମିଶଲା_ପରେ_ନାଇଁ_ମିଲବାର୍_କାଲିଆ_ଟଁକା
୨୦୧୯ ସାଧାରଣ ନିର୍ବାଚନ ଆଗରୁ ରାଏଜ୍ ସରକାର ଗରିବ କୃଷକକଁର୍ ଲାଗିର୍ କାଳିଆ ଯୋଜନା ମୂଲ୍ କରିଥଲେ । ଚାଷ୍ର ଉନ୍ନତି ଆର୍ ଚାଷୀକଁର୍ ଦୁଃଖ୍ ଦୂର୍ ହେବା କହିଥିଲେ । ହେଲେ ସମ୍ବଲପୁରନୁ ଗୁଟେ ଅଜବ୍ ଅଭିଯୋଗ୍ ସାମନାକେ ଆଇଛେ । ଜିଲ୍ଲାର ଭିନ୍ ଭିନ୍ ବ୍ଲକର୍ ୧୨ଟା ପଂଚାୟତର୍ ଚାଷୀକୁଁ ନାଇଁ ମିଲବାର୍ କାଲିଆ ଟଙ୍କା ।
#ArgusNews #KaliaYojana #OdishaGovt #farmers #farming #sambalpur #Alligation #Odisha