ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ । ଷ୍ଟାଡିୟମ Skywalk-1ର A blockରେ ଥିବା ଗୋଟେ କୋଠରୀରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ଜଳି ଯାଇଛି କିଛି ଆସବାବ ପତ୍ର । ସର୍ଟ ସର୍କିଟରୁ ନିଆଁ ନିଆଁ ଲାଗିଥିବା ସୂଚନା ମିଳିଛି ।
#Kalingastadium #firebroke #shortcircuit #Odisha #ArgusNews