#ମନ_ମୋହୁଛି_ଚାରୁକଳା_ପ୍ରଦର୍ଶନୀ
କେଉଁଠି ଜୀବନର ମାଧ୍ୟମ, କେଉଁଠି ବଞ୍ଚିବା ପାଇଁ ରାହା ଖୋଜୁଛି ମଣିଷ । ସକାଳୁ ସଂନ୍ଧ୍ୟା ଯାଏଁ ଚିତ୍ରକଳା ଦେଖିବାକୁ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ର ପ୍ରେମୀଙ୍କ ଭିଡ । ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବାକୁ ଥିବା ବେଳେ ପ୍ରଦର୍ଶିତ ହୋଇଛି ୧୬୪ କଳାକୃତି ।ଯାହା ପର୍ୟ୍ୟଟକଙ୍କ ପାଇଁ ସବୁଠୁ ନିଆରା ଅନୁଭୂତି ଦେଉଥିବା କହିଛନ୍ତି ।
#ArgusNews #KalingaArtGallery #artexhibition #tradition #paintings #Odisha #Bhubaneswar