୭ବର୍ଷ ପରେ ମଧ୍ୟ ସରୁନି ବିଜୁ କଲ୍ୟାଣ ମଣ୍ଡପ କାମ । ୩୫ଲକ୍ଷ ଟଙ୍କା ଅଟକଳରେ ବିଜୁ କଲ୍ୟାଣ ମଣ୍ଡପ ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ୩୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ସାରିଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଅଧା ବି ହୋଇନାହିଁ।
#ArgusNews #Kandhamal #baliguda #bijukalyanmandap #constructionwork #Odisha