ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳବାସୀ। ବିକାଶ ସାତ ସପନ । ଯାତାୟତ ପାଇଁ ପୋଲ ନିର୍ମାଣ ହୋଇଛି । ହେଲେ ୬ ବର୍ଷ ବିତିଯାଇଥିଲେ ବି କାମ ଆଜି ପର୍ଯ୍ୟନ୍ତ ସରୁନି । ଫଳରେ ଗ୍ରାମବାସୀ ନିଜ ପ୍ରଚେଷ୍ଟାରେ ୨ ଖଣ୍ଡ କାଠ ପକାଇ ବିପଦ ସଙ୍କୁଳ ଭାବେ ଯିବା ଆସିବା କରୁଛନ୍ତି ।
#ArgusNews #BasicFacilities #development #RoadProblem #PublicIssue #Kandhamal #Baliguda #Odisha