ଘନ କୁହୁଡି ବଳୟରେ ବାଲିଗୁଡ଼ା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପ୍ରବଳ ରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ବର୍ତ୍ତମାନ ଜାଡର ରୂପ ନେଲାଣୀ । ପାରଦ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଶୀତ ଦିନକୁ ଦିନ ବୃଦ୍ଧି ପାଉଛି ।
#ArgusNews #Baliguda #Kandhamal #Winter #Odisha