#ଦେଖାଦେଉଛି_ପାନୀୟ_ଜଳର_ଘୋର_ସମସ୍ୟା
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବିଲାବାଡି ପଞ୍ଚାୟତ କାକେନ୍ଦ୍ରି ଗ୍ରାମରେ ୫୦ରୁ ଉର୍ଦ୍ଧ ଘର ରହିଛି ଯେଉଁଠି ଲୋକସଂଖ୍ୟା ପ୍ରାୟ ୩୦୦ ହେବ । ପାହାଡିଆ ଅଞ୍ଚଳ ହୋଇ ଥିବାରୁ ଏହି ଅଞ୍ଚଳରେ ଅନେକ ସମୟରେ ପାନୀୟଜଳ ସମସ୍ୟା ଲାଗି ରହୁଛି।
#ArgusNews #Kandhamal #WaterProblem #drinkingwater #PublicIssue #Odisha