#ବାଟବଣା_ଯୋଜନା
#ପୋଲ_କାମ_ସରିବ_କେବେ
ରାଜ୍ୟ ସରକାର ଙ୍କ ଯୋଜନା ମାଳମାଳ । ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ସଂଯୋଗ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ଥିଲେ ମଧ୍ୟ ୬ ବର୍ଷ ହେଲାଣି ସରୁନି କନ୍ଧମାଳ କୋଟଗଡ ବ୍ଲକ କୁଟିଗୁଡା ଛକର ପୋଲ କାମ । ଦେଖନ୍ତୁ ସଂପୂର୍ଣ୍ଣ ଭଡ଼ିଓ ।
#TribalAreas #uncompleted #bridge #construction #Kandhamal #OdishaGovt #Odisha #ArgusNews