କନ୍ଧମାଳ ଜିଲ୍ଲାର ଅନେକ ଦୁର୍ଗମ ଗ୍ରାମକୁ ରାସ୍ତା ନଥିବା ବେଳେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ରାଇକିଆ ବ୍ଲକ ରଣବା ପଞ୍ଚାୟତ ବାଦଗଡ଼ ଗ୍ରାମବାସୀ ସୀମାନ୍ତରେ ହନ୍ତସନ୍ତ ହେଉଛନ୍ତି । ମାତ୍ର ୪ କିଲୋମିଟର ରାସ୍ତା ପାଇଁ ୨୨ ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ।
#ArgusNews #Kandhamal #RoadProblem #PublicIssue #DurgamaOdisha #Odisha