ସେବାୟତ ଙ୍କ ବିବାଦ ଯୋଗୁଁ ପୁଣି ଥରେ ବନ୍ଦ ହୋଇଛି କପିଳେଶ୍ଵରଙ୍କ ଜାତ ବା ହାଣ୍ଡିଭଙ୍ଗା ଜାତ । କ୍ରମାଗତ ଭାବେ 8 ବର୍ଷ ଧରି ବନ୍ଦ ହୋଇଛି ଏହି ଜାତ। କପିଳେଶ୍ବର ଜାତରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସି ନିମନ୍ତ୍ରଣ କରିବାର ପରମ୍ପରା ରହିଛି।
#ArgusNews #Kapilesvaratemple #controversy #Odisha