ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦୁଇ ଦିନିଆ ମୟୁରଭଞ୍ଜ ଜିଲ୍ଲାକୁ ପ୍ରବାସ କାର୍ଯ୍ୟକ୍ରମରେ ଆସି କରଞ୍ଜିଆ ଡ଼ାକ ବଙ୍ଗଳା ଠାରେ ପହଂଚିବା ସମୟରେ କରଞ୍ଜିଆ ଡ଼ାକବଙ୍ଗଳା ଠାରେ ବିଜେପି ଦଳ ତରଫରୁ ଏବଂ ଉଜ୍ଵଳା ଦିଦି ମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା...।
#ArgusNews #KARANJIA #SamirMohanty #Wellcome #Odisha