କୋଟିଆକୁ ନେଇ ଆନ୍ଧ୍ରର ପୁଣି ନୂଆ ଚାଲ୍ । କୋଟିଆ ସୀମାନ୍ତ ନେରେଡିୱାଲାସା ଗାଁରେ ଆନ୍ଧ୍ର ନେତା ଓ ଓକିଲଙ୍କ ଧାରଣା । କୋଟିଆ ଉପରେ ଓଡ଼ିଶାର ଯେତିକି ଅଧିକାର ଅନ୍ଧ୍ରର ମଧ୍ୟ ସେତିକି ଅଧିକାର ଦାବିରେ ଧାରଣାରେ ବସିଲେ ଆନ୍ଧ୍ର ନେତା ଓ ଓକିଲ ।
#ArgusNews #koraput #Kotia #Andhra #borderIssue #Odisha