#ଗୋ_ରକ୍ଷକ_ଶୁଭାଶିଷ_ଷଡଙ୍ଗୀଙ୍କ_ଉପରେ_ହମଲା
#କାହା_ବଳରେ_ବଳୀୟାନ୍_ଗୋ_ଚାଲାଣକାରୀ_ଗୋ_ମାଫିଆ
ବେଧଡ଼କ, ବେଲଗାମ, ବେଫିକର । ରାଜ୍ୟରେ ମାତିଛନ୍ତି ଗୋତସ୍କର । ମନଇଚ୍ଛା ଗୋହତ୍ୟା ହେଉଛି, ଗୋଚାଲାଣ ଚାଲିଛି । ଯିଏ ମୁହଁ ଖୋଲୁଛି ତା ଉପରେ ହେଉଛି ଜୁଲୁମ । ଆଜି କେନ୍ଦ୍ରାପଡ଼ାରେ ଗୋରକ୍ଷକ ଶୁଭାଶିଷ ଷଡ଼ଙ୍ଗୀଙ୍କ ଉପରେ ହୋଇଛି ଆକ୍ରମଣ ।
#Kendrapada #gochalan #SubhasisSarangi #attacked #Odisha #ArgusNews