ଏକ୍ସପାରି ସିମେଣ୍ଟରେ ଜଳସମ୍ପଦ ବିଭାଗର କାମ । ତାହା ପୁଣି କୋଟିକୋଟି ଟଙ୍କାର । ମିଲିଭଗତରେ ଚାଲିଛି ଟଙ୍କା ଲୁଟ । ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମିଲି ଭଗତରେ କେନ୍ଦ୍ରାପଡାରେ ଚାଲିଛି ଜଳସମ୍ପଦ ବିଭାଗରେ ବଡ ଦୁର୍ନୀତି ।
#Water #WaterDepartment #loot #Minister #Engineer #scam #kendrapada #Odisha #ArgusNews