ପବିତ୍ର ଚନ୍ଦନ ପୁର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କର ଯେଉଁ ଭାବେ ଚନ୍ଦନ ଚାପ ଅନୁଷ୍ଠିତ ହୋଇଥାଏ l ସେହିଭଳି ଭାବେ ଠାକୁର ଅଭିରାମ ପରମହଂସ ଚନ୍ଦନ ଚାପ ଉତ୍ସବ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି
#Kendrapara #Ali #ChandanYatra #AbhiramParamhansa #ArgusNews