ପ୍ରସିଦ୍ଧ ବାରୁଣୀ ବୁଡ଼ ପାଇଁ ଚଳଚଞ୍ଚଳ ଇନ୍ଦୁପୁର ଅଞ୍ଚଳ। ତିନୋଟି ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇ ମା' ଚଣ୍ଡୀଦେବୀଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତର ପାପତାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି। ସେପଟେ ପୂର୍ଣ୍ଣତୋୟା ଚିତ୍ରୋତ୍ପଳା ନଦୀ ତୀରରେ ମହାସମାରୋହରେ ପାଳିତ ହୋଇଯାଇଛି କଳାବୁଦା ବାରୁଣୀ ବୁଡ଼।
#Kendrapara #barunibuda #indupur #Devotees #Odisha #ArgusNews