#ଜଳସମ୍ପଦ_ବିଭାଗରେ_ଦୁର୍ନୀତି !
ପଟ୍ଟାମୁଣ୍ଡାଇ କେନାଲ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଠିକାଦାର ଓ ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ମିଲିଭଗତରେ ଏପରି ଟଙ୍କା ଚଳୁ ହୋଇଥିବାର ହୋଇଛି ଅଭିଯୋଗ । ପଟାମୁଣ୍ଡାଇରୁ ଦେଖିବା ଏହି ରିପୋର୍ଟ
#Kendrapara #Pattamundai #waterresources #Corruption #ArgusNews #Odisha