2021 ମସିହା ଡିସେମ୍ବର ମାସରେ ହୋଇଥିବା ବାତ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ କଚା ଘର ଭାଙ୍ଗିଥିଲା । ଜିଲ୍ଲାର ୯ଟି ବ୍ଲକ ମଧ୍ୟରୁ ରାଜକନିକା ଅଧିକ କ୍ଷୟକ୍ଷତି ହୋଇଥିଲା । ତହସିଲ ଘେରାଉ କରାଯିବା ସହିତ ବ୍ଲକ କଂଗ୍ରେସ ସଭାପତି ଙ୍କ ନେତୃତ୍ୱରେ ଜିଲ୍ଲା ପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଦେଖା ଯାଇଛି ।
#ArgusNews #Kendrapara #Congress #Dabipatra #Odisha