ରୋଗଶଯ୍ୟାରେ ପଡି କଲବଲ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଅଳାବାଙ୍କ ଗାଁର ପ୍ରକାଶ ପରିଡା । କିଡନୀ ରୋଗ ତାଙ୍କ ଜୀବନକୁ କରି ଦେଇଛି ଦୁର୍ବିସହ । #Kendrapara #derabish #KidneyPatient #Helpless #needhelp #Kidneydisease #Tretment #ArgusNews