ହାତ ଏବଂ ଗୋଡ଼ ଥିଲେ ମଣିଷ ଖଟିକି ଖାଇପାରିବ । କିନ୍ତୁ ଯଦି ସେ ହାତ ଏବଂ ଗୋଡ଼ ଅଚଳ ହୋଇଯାଏ ତାହେଲେ ମଣିଷ ବଞ୍ଚି ରହିବି ମରିବା ସହିତ ସମାନ । ଠିକ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାହି ଗ୍ରାମପଞ୍ଚାୟତ ପ୍ରହରାଜପୁର ଗାଁ ର ଦୁର୍ଯ୍ୟୋଧନ ମଳିକଙ୍କ ପରିବାରରେ
#kendrapara #Rajnagar #DuryodhanMallick #needhelp #ArgusNews