ଚାଷୀଙ୍କ ପ୍ରାପ୍ୟ ମିଳିବାରେ ବିଳମ୍ବ । ମଣ୍ଡିରେ ଧାନ ବିକ୍ରି କରିବା ପରେ ଠିକ ସମୟରେ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।
#ArgusNews #Kendrapara #farmersProblem #Odisha