କେନ୍ଦ୍ରାପଡ଼ା ମହାକାଳପଡ଼ା ମାର୍କେଟର ପେଟ୍ରୋଲ ପମ୍ପ ନିକଟରେ ଗୁଳିକାଣ୍ଡ । ଗୁଳିମାଡ଼ରେ ବଜରଙ୍ଗ ଦଳର କର୍ମକର୍ତ୍ତା ଲକ୍ଷ୍ମଣ ମଲିକ ଗୁରୁତର । ଲକ୍ଷ୍ମଣଙ୍କ ଗୋଡ଼ରେ ବାଜିଛି ଗୁଳି, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି
#kendrapara #Mahakalapada #Firing #Hospitalised #bajarangadala #ArgusNews