ଅସୁରକ୍ଷିତ ଭିତରକନିକା !
ଏହାର ପ୍ରତିବାଦରେ ପରିବେଶବିତ ହେମନ୍ତ ରାଉତଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାର ତମାମ ସାମାଜିକ କର୍ମୀଙ୍କ ସମେତ ଗହୀର ମଥା ସୁରକ୍ଷା କମିଟର କର୍ମୀମାନେ ରାଜନଗର ବ୍ଲକ ପରିସରରୁ ଏକ ପଦଯାତ୍ରା କରିଛନ୍ତି
#Kendrapara #Bhitarakanika #unsafety #GahirmathaMarineSanctuary #ArgusNews