#ପ୍ରଶାସନିକ_ଅବହେଳା_ଯୋଗୁ_ଅନୁଦାନ_ବାଟମାରଣା !
ରାଜ୍ୟ ସରକାର ମା' ଓ ଶିଶୁଙ୍କ ସୁରକ୍ଷା ଏବଂ ବିକାଶ ନିମନ୍ତେ ଅଙ୍ଗନବାଡି ମାଧ୍ୟମରେ କୋଟିକୋଟି ଟଙ୍କା ବିନିଯୋଗ କରୁଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ କେଉଁଠି ଅନୁଦାନ ବାଟମାରଣା ହେଉଛି ତ କେଉଁଠି ପ୍ରସ୍ତୁତ ହୋଇପାରୁନି କେନ୍ଦ୍ର । କେନ୍ଦ୍ରାପଡ଼ା ରାଜକନିକା ବ୍ଲକରେ ଅଙ୍ଗନବାଡ଼ି ଅର୍ଥ, ଆଇ ସି ଡି ଏସ ଅଧିକାରୀ ଓ ତାଙ୍କ ତଳିଆ କର୍ମଚାରୀ ହଡ଼ପ କରୁଥିବା ଅଭିଯୋଗ ହେଉଥିବାବେଳେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ଏକ ନମ୍ୱର ୱର୍ଡରେ ଦୀର୍ଘ 4 ବର୍ଷ ପରେ ବି ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ
#ArgusNews #Kendrapara #Koraput #Anganwadi #Odisha