ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଛୁଟି ଦିନରେ ଚାଲିଛି 20ଲକ୍ଷର କଂକ୍ରିଟରୋଡ଼ । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ସିଳୁପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା
#Kendrapara #Marshaghai #concreteroadwork #allegation #ArgusNews