ରାଜନଗର ବ୍ଲକ ଡେରା ପଞ୍ଚାୟତର ଧୋବେଇଗଣ୍ଡ ଗାଁରେ ଡ୍ରେନେଜ ବିଭାଗରେ ଚାଲିଥିବା ପୋଲ ଓ ଡ୍ରେନ ଖନନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ । ଲୁହା ରଡ଼ ବଦଳରେ ବାଉଁଶ ବିଛାଯାଇ ପୋଲ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି
#Kendrapara #Rajnagar #Bridge #Construction #Corruption #ArgusNews