ପ୍ରେମ, ଦୁଇଟି ଶବ୍ଦ ହୋଇପାରେ, କିନ୍ତୁ ଅସୀମ ଅନୁଭୂତି। କିଏ ପ୍ରେମ ପାଇଁ ସଵୁ କିଛି ଜଳାଞ୍ଜଳି ଦେଇଥାଏ ତ ଆଉ କିଏ ପ୍ରେମକୁ ଢାଲ କରି କରିଥାଏ ଶୋଷଣ। ସଵୁ ସମୟ ପାଇଁ ପ୍ରେମ ନିଆରା କିନ୍ତୁ, ପ୍ରେମରେ ମିଥ୍ୟା ସମସ୍ତଙ୍କୁ ଏକ ଅନ୍ଧକାରମୟ ରାସ୍ତାରେ ଠେଲି ଦେଇଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ।
#kendrapara #rajnagar #LoveStory #Dhoka #Allegations #PoliceCase #Odisha #ArgusNews