#ଡିଲର_ଚୟନ_ପ୍ରକ୍ରିୟାରେ_ଚଞ୍ଚକତା_କରୁଥୁବାର_ଅଭିଯୋଗ !
ଗୋଟେ ପଟେ କେନ୍ଦ୍ରସରକାର ରାସନ କାର୍ଡ ଯୋଜନାରେ ସ୍ୱଛଳତା ଆଣିବାକୁ ଚେଷ୍ଟା କରୁଥିବାବେଳେ, ଏପଟେ ରାଜ୍ୟସରକାରଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀ , ରାସନ କାର୍ଡ ତଥା ଡିଲର ଚୟନ ପ୍ରକ୍ରିୟାରେ ଚଞ୍ଚକତା କରୁଥୁବାର ଅଭିଯୋଗ ହେଉଛି । ଏଭଳି ଘଟଣା ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତର ଅମ୍ବୁରା ଗ୍ରାମରେ
#Kendrapara #Rationcard #corruption #ArgusNews #Odisha