#ହାତରେ_ଝାଡୁ_କୋଦାଳ_ଆଉ_ମନରେ_ସେବା_ଭାବନା ।
ସକାଳୁ ସକାଳୁ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି, ମାର୍ଶାଘାଇ ବ୍ଲକର ସଚ୍ଚିଦାନନ୍ଦ ସ୍ବେଛାସେବୀ ସଂଙ୍ଘର କର୍ମକର୍ତ୍ତା । ମନ୍ଦିରର ସାରା ପରିବେଶ ଅପରିଷ୍କାର ହୋଇ ପଡିଥିଲାବେଳେ, ସମସ୍ତ ଜାଗାକୁ ସଫା କରି, ବ୍ଲିଚିଙ୍ଗ ପକେଇ, ସମାଜ ପାଇଁ ସେବାର ଉଦାହରଣ ପାଲଟିଛନ୍ତି, ଏହି ସଂଙ୍ଘ ର ସମସ୍ତ ସଦସ୍ୟ/ସଦସ୍ୟା
#kendrapara #BaladevjewTemple #SocialWork #Sachidanandaswechhasebisangathan #ArgusNews