ଖରସ୍ରୋତା ନଦୀରୁ ବାଲି ବୋଝେଇ ଟ୍ରାକ୍ଟର, ହାଇୱାର ଅବାଧ ଚଳାଚଳ ଯୋଗୁଁ ଅସୁରକ୍ଷିତ ହୋଇପଡିଛି ନଦୀବନ୍ଧ l ନଦୀବନ୍ଧକୁ ସୁରକ୍ଷା ଦେବା ନିମନ୍ତେ ଅଣ୍ଟା ଭିଡିଛନ୍ତି ଆଳି ତହସିଲ ଅନ୍ତର୍ଗତ ହଦୁଆ ଗ୍ରାମବାସୀ l ଗ୍ରାମବାସୀ ଓ ଜମି ମାଲିକ ମାନେ ଏକଜୁଟ ହୋଇ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ରାସ୍ତାରେ ବାଉଁଶ ବାନ୍ଧି ବାଲି ଗାଡି ଚଳାଚଳକୁ ବିରୋଧ କରିଛନ୍ତି l
#ArgusNews #SandMafia #Kendrapara #KharasrotaRiver #unsafe #PublicIssue #Odisha