ଯେଉଁ ବୟସରେ ପୁଅଟିଏ ବୃଦ୍ଧ ବାପା ମାଙ୍କ ସାହାରା ପାଲଟିବା କଥା ସେହି ବୟସରେ ଭେଣ୍ଡିଆ ପୁଅ ନିଖୋଜ ପରେ ଯନ୍ତ୍ରଣାରେ ଶଯ୍ୟାଶାୟୀ ହୋଇ ପଡିଛନ୍ତି ବୃଦ୍ଧ ବାପା ମା । ମା କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ବାପା ଶ୍ବାସ ରୋଗରେ ଆକ୍ରାନ୍ତ l
#ArgusNews #Kendrapara #SonMissing #Helpless #Odisha