ଆଜି ବିଶ୍ୱ ଏଡ଼ସ ଦିବସ ଅବସରରେ କେନ୍ଦ୍ରାପଡ଼ା ତୁଳସୀ ନର୍ସିଙ୍ଗ କଲେଜ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଛାତ୍ର ଛାତ୍ରୀ ମାନେ କେନ୍ଦ୍ରାପଡ଼ା ସହର ବିଭିନ୍ନ ବସ୍ତି ଓ ଗାଁ ବୁଲି ସାଧାରଣ ଜନତାଙ୍କୁ ସଚେତନ କରିଥିଲେ ।
#ArgusNews #WorldAIDSDay #awareness #Kendrapara #Odisha