#କେନ୍ଦୁପତ୍ର_ତୋଳାଳିଙ୍କୁ_ସରକାରଙ୍କ_ଡାହାମିଛ !
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ଉଠିଲା ବଡ଼ ପ୍ରଶ୍ନ । ଆଗରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହୋଇନଥିଲେ କି କେନ୍ଦୁପତ୍ର ତୋଳାଳି ? ପଦମପୁର ଉପନିର୍ବାଚନ ପାଇଁ ଇଏ ସରକାରଙ୍କ ନାଟକବାଜୀ ନୁହେଁ ତ ?
#ArgusNews #KenduLeaf #OdishaGovt #Padampur #Bypoll #Odisha