#କେନ୍ଦୁପତ୍ର_ତୋଳାଳିଙ୍କୁ_ଧୋକ୍କା
#ଦୋଛକିରେ_ଜୀବନ_ଜୀବିକା
କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦୦ ଓ ବନ୍ଧାଳିଙ୍କୁ ୧୫୦୦..।...ରାଜ୍ୟ ର ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ.. ହେଲେ ମୟୂରଭଞ୍ଜ ଶୁଳିଆପଦାର ଏହି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏ ପ୍ୟାକେଜ ମୂଲ୍ୟହୀନ
#ArgusNews #Kenduleaf #Production #OdishaGovt #Odisha