ମହୁଲପୋଚ ଖାଇ ମାତାଲ ୨୪ ହାତୀ । ନିଶାରେ କେଉଁଆଡ଼େ ଯାଇନପାରି ରାତିରେ କାଜୁ ଜଙ୍ଗଲରେ ଶୋଇଲେ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଶିଲିପଦା କାଜୁ ଜଙ୍ଗଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
#Elephant #keonjhar #ForestDepatment #Odisha #ArgusNews