#ମହୁମାଛି_ଆକ୍ରମଣରେ_୧୫ରୁ_ଉର୍ଦ୍ଧ୍ବ_ଆହତ
ଆନନ୍ଦପୁର ପୌରାଞ୍ଚଳ ର ଘସିପୁରା ଝାଡେଶ୍ୱର ମନ୍ଦିର ନିକଟରେ ମହୁମାଛି ଆକ୍ରମଣ ରେ ୧୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ୪ଜଣଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
#ArgusNews #keonjhar #Anandpur #HoneyBee #BeeAttack #Odisha