ଆନନ୍ଦପୁରରେ ଜମୁଛି ବାଦି ପାଲା !
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦଧିବାମନ ଜୀଉ ଙ୍କ ବଡ଼ଦାଣ୍ଡ ରେ ଚାଲିଛି ବାଦି ପାଲା ପରିବେଷଣ। ଏହି ଅନୁଷ୍ଠାନ ଦୁଇଶହ ବର୍ଷ ପୁରୁଣା । ଅନେକ ସ୍ଥାନରେ ଓଡିଶାର ଲୋକକଳା ପ୍ରତି ଲୋକେଲୋକେ ମନ ଫେରାଇ ନେଉଥିବା ବେଳେ ଏଠି କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ
#ArgusNews #Keonjhar #Anandapur #Badipala #OdiaTradition #Odisha