କେନ୍ଦୁଝର କାଞ୍ଜିପାଣି ଘାଟି ନିକଟରେ ଗୁଳିକାଣ୍ଡ । ଗୋରୁ ଗାଡ଼ି ଜବତ ବେଳେ STF ଟିମ୍ ଉପରକୁ ଗୁଳି ଚଳାଇଲେ ଗୋରୁ ମାଫିଆ । ୧୦ରୁ ୧୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା । STF ପକ୍ଷରୁ ମଧ୍ୟ ୨ ରାଉଣ୍ଡ ଗୁଳି ଚାଳନା ହୋଇଥିଲା ।
#ArgusNews #Cattlemafia #CattleRescue #STFteam #Keonjhar #Firing #Odisha