କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଥିଲେ ମଧ୍ୟ ବ୍ଲକ ପ୍ରଶାସନ କୋୖଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ମଲ୍ଲିପଶି ଠାରେ ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ମହିଳା
#Keonjhar #patnablock #Waterproblem #Drinkingwater #WomenProtest #ArgusNews