କେନ୍ଦୁଝର ବାଂଶପାଣି-ଜୁରୁଡ଼ି ରାସ୍ତାର ବେହେରା ହଟିଂ ଠାରେ ଦୁର୍ଘଟଣା । ଟ୍ରେନ ଧକ୍କାରେ ୩ ହାତୀ ଗୁରୁତର । ରେଳ ଧାରଣା କଡ଼ରେ ପଡ଼ି ଛଟପଟ ହେଉଛନ୍ତି 3 ହାତୀ । ଗୋଟିଏ ମାଇ ହାତୀ ଓ ୨ ଛୁଆ ହାତୀ ଗୁରୁତର ହୋଇଛନ୍ତି
#keonjhar #elephantdeath #accident #forestdept #ArgusNews #Odisha
Be the first to know any news. You will get latest stories and video updates through the day. You can turn them off anytime.