ବିଦ୍ୟୁତ ତାର ଲାଗି ଦନ୍ତା ମୃତ !
୧୧ କେଭି ବିଦ୍ୟୁତ ତାରରେ ଲାଗି ଦନ୍ତା ହାତୀ ମୃତ ହୋଇଛି। କେନ୍ଦୁଝର ଚମ୍ପୁଆ ରେଞ୍ଜ୍ ବାମେବାରି ବିଟ୍ ବସନ୍ତପୁର ଜଡ଼ିପଦାସାହିରେ ହାତୀର ମୃତ୍ୟୁ ହୋଇଛି।
#ArgusNews #Keonjhar #Electricwire #ElephantDeath #Odisha