ହୋମଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍ । ଆନନ୍ଦପୁର- ଘଷିପୁରା ଥାନା ଦେଓଗାଁ ନିକଟରେ ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଚଢିଯିବାରୁ କାର୍ଯ୍ୟରତ ହୋମଗାର୍ଡ ମୃତ। ମୃତ ହୋମଗାର୍ଡ ତରିମୂଳ ଗାଁର ସୁରେଶ କୁମାର ରାଉତ।
#Argusnews #homeguarddeath #truckhits #Keonjhar #Ghasipura #Odisha