ଅଜଣା ରୋଗରେ ଆତଙ୍କିତ ଗ୍ରାମବାସୀ !
ଗୋଟିଏ ମାସରେ ଗଲାଣି ୧୭ ଜୀବନ । ଅଜଣା ରୋଗ ଆତଙ୍କରେ ଆତଙ୍କିତ ଗ୍ରାମବାସୀ । କେତେବଳେ ଯେ କାହାର ଜୀବନ ପଳାଉଛି ତାର ଉତ୍ତର କାହାରି ପାଖରେ ନାହିଁ । ସବୁଠାରୁ ବଡ଼ କଥା କାହିଁକି ଏ ଜୀବନ ଯାଉଛି ତାର କାରଣ ମଧ୍ୟ ଅସ୍ପଷ୍ଟ। ଏବେ ରାତି ପାହିଲେ ଜମ କାହାକୁ ଯେ ଅପେକ୍ଷା କରିରହିଛି ତାକୁ ନେଇ ଭୟଭୀତ ଅବସ୍ଥାରେ ଅନାଇଛନ୍ତି ଗ୍ରାମବାସୀ। ଏଭଳି ଏକ ଗାଁର ଅକୁହା କାହାଣୀ ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ ରେ
#ArgusNews #Keonjhar #Hatadihi #unknowndisease #Odisha