କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମର ବିଧବା ତଥା ୮୦ ବର୍ଷର ସୂର୍ଯ୍ୟମଣି ମହାରଣା କାନ୍ଧରେ ଏବେ ନାତି ନାତୁଣୀଙ୍କ ଦାୟିତ୍ଵ । ପୁଅ, ବୋହୂ ଚାଲିଗଲା ପରେ ନାତି ନାତୁଣୀଙ୍କ ଭବିଷ୍ୟତ ଚିନ୍ତାରେ ବୁଢି ମା’ ।
#ArgusNews #Keonjhar #Helpless #Oldwoman #grandchildren #Odisha