ପ୍ରଶାସନ ନାକତଳେ ଚାଲିଛି ବେଆଇନ୍ ଇଟାଭାଟି କାରବାର । ଗୋଟିଏ କି ଦୁଇଟି ନୁହଁ , ଶହ ଶହ ଭାଟିରେ ନିଆଁ ଲଗାଇ ଇଟା ପୋଡି ବ୍ୟବସାୟ କରୁଛନ୍ତି କିଛି ମୁନାଫା ଖୋର ବ୍ୟବସାୟୀ । ଆନନ୍ଦପୁର ଅଞ୍ଚଳରେ ବେଆଇନ ଇଟା ଭାଟି ଯୋଗୁଁ କିଭଳି ପ୍ରଭାବିତ ହେଉଛି ଜନଜୀବନ ଆସନ୍ତୁ ଦେଖିବା ଆମର ରିପୋର୍ଟରେ
#keonjhar #illegalbricks #Anandapur #pollution #ArgusNews #Odisha