କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ସଦର ଥାନା ଶୁଆକାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମଧ୍ୟ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ଗୋରୁ ବୋଝେଇ ଗାଡ଼ି। ଦୁର୍ଘଟଣାରେ ୧୦ରୁ ଅଧିକ ଗୋରୁ ସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
#Keonjhar #RoadAccident #Odisha #ArgusNews